26 May 2017
2:52:07 PM
image
Sambad News
ଗଜପତି

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

By Sambad | Date: Jan 5 2017 10:57AM
ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପାରଳଖେମୁଣ୍ଡି:  ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କବିଚନ୍ଦ୍ର ସାହିର ରବିଚନ୍ଦ୍ର ବାରିକ(୨୫)ଙ୍କୁ ଗିରଫ କରାଯାଇଛି । ଝିଅଟି ଘରେ ଶୋଇଥିବା ବେଳେ ସେ ଘରେ ପ୍ରବେଶ କରି ଦୁଷ୍କର୍ମ କରିଥିଲା । ଝିଅଟିର ବାପାଙ୍କ ଏତଲା କ୍ରମେ କେସ୍‌ ନମ୍ବର ୩/୨୦୧୭ ଦଫା ୪୫୧/୩୭୬/୧ଆଇ.ପି.ସି/ଆର୍‌.ଡବ୍ଲ୍ୟୁ ୪ ପୋସ୍କ ଏକ୍ଟ ପ୍ରକାରେ  ରବିକୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ।

image