22 August 2017
4:34:09 PM
image
Sambad News
ଗଞ୍ଜାମ

ଗଞ୍ଜାମ: ଅଜଣା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ଶରୀର ଦୁଇଖଣ୍ଡ

By Sambad | Date: Jan 12 2017 10:11AM
ଗଞ୍ଜାମ: ଅଜଣା ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌, ଶରୀର ଦୁଇଖଣ୍ଡ

ଗଞ୍ଜାମ: ବ୍ରହ୍ମପୁର ନିକଟସ୍ଥ ହଳଦିଆପଦର ଛକ ଠାରେ ଏକ ଅଜଣା ବ୍ୟକ୍ତିଙ୍କ ଉପରେ ଏକ ଟ୍ରକ ଚଢ଼ି ଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହି ଅଜଣା ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ଶବ ଜାତୀୟ ରାଜପଥରେ ପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଦୁର୍ଘଟଣା ଘଟାଇଥିିବା ଟ୍ରକ୍‌ ଫେରାର ହୋଇଯାଇଛି।