ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘ଶକ୍ତି’କୁ ନେଇ ମୋଦୀ-ରାହୁଲ ମୁହାଁମୁହିଁ

ନୂଆଦିଲ୍ଲୀ: ଗତକାଲି ମୁମ୍ବାଇର ଏକ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ମୋଦୀଙ୍କ ବିରୋଧରେ ଲଢ଼େଇ ବ୍ୟକ୍ତିଗତ ନୁହେଁ। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖା ପିନ୍ଧି ‘ଶକ୍ତି’ ପାଇଁ କାମ କରୁଛନ୍ତି। ଆମର ଲଢ଼େଇ ସେହି ଶକ୍ତି ବିରୋଧରେ। ଏହି ମନ୍ତବ୍ୟର ପ୍ରତିକ୍ରିୟାରେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡ଼ୁରେ ବିଚିତ୍ର ସଙ୍କଟ: ପୋନମୁଡିଙ୍କୁ ମନ୍ତ୍ରୀ ଭାବେ ଶପଥ କରାଇବାକୁ ମନାକଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡ଼ୁରେ ସଂପ୍ରତି ଏକ ଅଭିନବ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶାସକ ଡିଏମ୍‌କେର ବରିଷ୍ଠ ନେତା କେ ପୋନମୁଡ଼ିଙ୍କୁ ମନ୍ତ୍ରୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପ୍ରସ୍ତାବକୁ ରାଜ୍ୟପାଳ ଆର୍‌ଏନ୍‌ ରବି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହା ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ଜଳସଂକଟ: ଡାକ୍ତରଙ୍କ ପାଣି ସଞ୍ଚୟ ରଣନୀତି ଭାଇରାଲ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗତ କିଛିଦିନ ହେଲା ଭୟଙ୍କର ଜଳସଂକଟ ଦେଖାଦେଇଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ରହୁଥିବା ଅନେକ ଲୋକ ଏବେ ସହର ଛାଡ଼ିବା ବିଷୟ ଚିନ୍ତା କରୁଛନ୍ତି। ଏଥିସହିତ ଆଇଟି ଓ ଅନ୍ୟାନ୍ୟ ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ବିଶ୍ବଯୁଦ୍ଧ ପାଇଁ ପୁଟିନଙ୍କ ଧମକ

ମସ୍କୋ: ରୁଷ୍ ‌ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦିମିର ପୁଟିନ ବିପୁଳ ବିଜୟ ‌ହାସଲ ପରେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସତର୍କବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯଦି ଗୋଟିଏ ପଟେ ରୁଷ୍‌ ଏବଂ ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବରେ ପରିଚାଳିତ ନାଟୋର ସାମରିକ ସେନା ମଧ୍ୟରେ ସିଧାସଳଖ ଯୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ କୋଠା ଭୁଶୁଡ଼ି ୧୦ ମୃତ

କୋଲକାତା: ରବିବାର ରାତିରେ କୋଲକାତାରେ ଏକ ୫ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଏଥିସହିତ ୧୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। କିଛି ବ୍ୟକ୍ତି ଏବେ ବି ଭୁଶୁଡ଼ି ପଡ଼ିଥିବା କୋଠା ଭିତରେ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଦଳ ଛାଡ଼ିବା ଆଗରୁ ସୋନିଆଙ୍କ ଆଗରେ ଜଣେ ନେତା କାନ୍ଦିଥିଲେ: ରାହୁଲ

ନୂଆଦିଲ୍ଲୀ: ମୁମ୍ବାଇରେ ରବିବାର ଅନୁଷ୍ଠିତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଥିଲେ ଯେ ସେ କାହାରି ନାମ ନେବାକୁ ଚାହାନ୍ତି ନାହିଁ। କିନ୍ତୁ ଏହି ରାଜ୍ୟର ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିଛନ୍ତି। ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

୨୧୫ ‌କୋଟି ଲାଭ କରିଥିବା ସଂସ୍ଥା ୧୩୬୦ କୋଟିର ବଣ୍ଡ୍‌ କିଣିଛି

ମୁମ୍ବାଇ: ନିର୍ବାଚନୀ ବଣ୍ଡ୍‌ ପ୍ରସଙ୍ଗରେ ମହାରାଷ୍ଟ୍ର ମହାବିକାଶ ଆଘାଡ଼ିର ସହଯୋଗୀ ଦଳ ବଞ୍ଚିତ ବହୁଜନ ଆଘାଡ଼ିର ନେତା ତଥା ଡ ବିଆର୍‌ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବୋଦକର ଆଜି ବିଜେପିକୁ କଠୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ୨୦୨୧-୨୨ରୁ ପରବର୍ତ୍ତୀ ୩ ବର୍ଷରେ ଫ୍ୟୁଚର…
ଅଧିକ ଖବର ଦେଖନ୍ତୁ...

ଇଡିର ଅଭିଯୋଗ: ଆପ୍‌ ନେତାଙ୍କୁ କବିତା ୧୦୦ କୋଟି ଦେଇଛନ୍ତି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କ ସହ ଏକ ଷଡ଼ଯନ୍ତ୍ର କରି ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଏହି…
ଅଧିକ ଖବର ଦେଖନ୍ତୁ...

ବାରବାଟୀ-କଟକ ନିର୍ବାଚନୀ ମାମଲା: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମ‌କୋର୍ଟଙ୍କ ରହିତାଦେଶ

କଟକ/ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି ମିଳିଛି। ସେ ବିଧାୟକ ଭାବେ କାର୍ଯ୍ୟ କରିପାରିବେ ବୋଲି ପ୍ରାରମ୍ଭିକ ଶୁଣାଣିରେ ସୁପ୍ରିମକୋର୍ଟ ରାୟ ଦେବା ସହିତ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ଓଡ଼ିଶା ହାଇକୋର୍ଟ ୨୦୨୪ ମାର୍ଚ୍ଚ ୪ରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି ଏହି ମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିହାରରେ ଆସନ ବୁଝାମଣା ଫର୍ମୁଲା ସ୍ଥିର ହୋଇଛି। ବିହାରର ୪୦ଟି ଲୋକସଭା ଆସନରୁ ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ଲଢ଼ିବ। ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲଜେପି ୫ଟି ଆସନରେ ଲଢିବ। ସେହିପରି ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନତା ଦଳ…
ଅଧିକ ଖବର ଦେଖନ୍ତୁ...