26 May 2017
2:49:20 PM
image
Sambad News
ଦେଶ- ବିଦେଶ

ଅପାରଗତା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ଭାରତର ସମାଲୋଚନା

By Sambad | Date: Jan 12 2017 12:10AM
ଅପାରଗତା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ଭାରତର ସମାଲୋଚନା

ନୂଆଦିଲ୍ଲୀ: ଏକବିଶଂ ଶତାବ୍ଦୀରେ ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟାର ମୁକାବିଲା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଅକ୍ଷମ। ଅଳ୍ପସଂଖ୍ୟକ ରାଷ୍ଟ୍ରମାନଙ୍କ ଦ୍ୱାରା ପରିଚାଳିତ ହୋଇ  ସୁରକ୍ଷା ପରିଷଦ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଅଣଦେଖା କରି ଚାଲିଥିବା ଭାରତ କହିଛି। ଏକ ବିଂଶ ଶତାବ୍ଦୀରେ ବିଶ୍ୱରେ ଅନେକ କିଛି ପରିବିର୍ତ୍ତନ ଆସିଛି। ମାତ୍ର ପୁରୁଣା ଚିରାଚରିତ ଆଭିମୁଖ୍ୟ ପୋଷଣ କରୁଥିବା ସୁରକ୍ଷା ପରିଷଦ ବିଶ୍ୱ ଶାନ୍ତି ଓ ସୁରକ୍ଷା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟାର ସମାଧାନ ପାଇଁ ଅସମର୍ଥ ହୋଇଥିବା ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ ଆକବରୁଦ୍ଦିନ କହିଛନ୍ତି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଏହା ନିଜ ଆଭିମୁଖ୍ୟରେ ପରିଣତ ଆଣିବା ଉଚିତ ବୋଲି ସେ କହିଛନ୍ତ

image