24 September 2017
10:36:43 AM
Sambad News
ଦେଶ- ବିଦେଶ

୪୧୬୮ କୋଟିରେ ହେଲିକପ୍ଟର କିଣିବ ଭାରତ

By Sambad | Date: Aug 17 2017 7:29PM
୪୧୬୮ କୋଟିରେ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ: ଆମେରିକାର କମ୍ପାନୀ ‘ଆପାଚେ’ଠାରୁ ଭାରତ ହେଲିକପ୍ଟର କିଣିବ। ୬ଟି ହେଲିକପ୍ଟର କିଣିବାକୁ ରକ୍ଷା ମନ୍ତ୍ରାଳୟର ସାମଗ୍ରୀ ଚୟନ ପରିଷଦ ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ଗୁରୁବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ୪୧୬୮କୋଟି ଟଙ୍କା ବିନିଯୋଗରେ କିଣାଯିବାକୁ ଥିବା ହେଲିକପ୍ଟର ଭାରତୀୟ ବାୟୁ ସେନାରରେ ସାମିଲ ହେବ। 
 
‘ଏଏଚ୍‌-୬୪ଇ ଆପାଚେ’ର ଆକଳନ ଅନୁସାର ଏହା ହେଉଛି ଅତ୍ୟାଧୁନିକ ହେଲିକପ୍ଟର। ଏଥିରେ ଉନ୍ନତ ଧରଣର ମେସିନ ସାମଗ୍ରୀ ଲାଗିଛି। ବର୍ତମାନ ପରିପେକ୍ଷୀରେ ଭାରତୀୟ ବାୟୁ ସେନାରେ ରୁଷିୟାନ ଏମ୍‌-୨୫ ଓ ଏମ୍‌ଆଇ-୩୫ ହେଲିକପ୍ଟର ଅଛି। ‘ଏଏଚ୍‌-୬୪ଇ ଆପାଚେ’ରେ ୪ଟ ବ୍ଲେଡ ଲାଗିଛି। 

image