24 September 2017
10:48:29 AM
Sambad News
ଜଗତସିଂହପୁର

ଟ୍ରେନ୍‌ରୁ ଖସି ଜଣେ ଗୁରୁତର

By Sambad | Date: Dec 30 2016 11:58AM
ଟ୍ରେନ୍‌ରୁ ଖସି ଜଣେ ଗୁରୁତର

ଗୋପାଳପୁର: କଟକ-ପାରାଦୀପ ରେଳପଥର ରଘୁନାଥପୁର ଷ୍ଟେଶନ ନିକଟରେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ି ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଉଛନ୍ତି ଦାମୋଦର ବାରିକ(୫୦)। ତାଙ୍କ ଘର ଗୋରେଖନାଥ ପୀଠ ନିକଟ କେରକେରା ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କୁ  ଜଗତସିଂହପୁର ମେଡିକାଲ ପଠାଯାଇଛି।
 

image