28 March 2017
6:01:12 AM
Sambad News
ଜଗତସିଂହପୁର

ସିେଓ୍ଵଜ ସିପିଂ ମ୍ୟାନେଜର ହତ୍ୟା ଘଟଣା : ଅଭିଯୁକ୍ତ ସୁଶାନ୍ତ ସେଠୀ ଅସୁସ୍ଥ

By Sambad | Date: Dec 31 2016 12:58AM
ସିେଓ୍ଵଜ ସିପିଂ ମ୍ୟାନେଜର ହତ୍ୟା ଘଟଣା : ଅଭିଯୁକ୍ତ ସୁଶାନ୍ତ ସେଠୀ ଅସୁସ୍ଥ

ପାରାଦୀପ : ପାରାଦୀପ ସିେଓ୍ଵଜ୍‌ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ସେଠୀ ଆଜି ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଥାଉ କି, ପୁଲିସ ଗତ ୨୩ ତାରିଖରେ ସୁଶାନ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା। ପରେ ପଚରାଉଚୁରା ପାଇଁ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିଛି।