25 June 2017
8:55:50 AM
Sambad News
ଜଗତସିଂହପୁର

ମହିମା ମିଶ୍ରଙ୍କ ଦୁଇ ପୁଅ ପାରାଦୀପ ଥାନାରେ ହାଜର

By Sambad | Date: Jan 11 2017 11:41AM
ମହିମା ମିଶ୍ରଙ୍କ ଦୁଇ ପୁଅ ପାରାଦୀପ  ଥାନାରେ ହାଜର

ପାରାଦୀପ:ପାରାଦୀପ ସିେଓ୍ଵଜ୍‌ କମ୍ପାନିର ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ଓଡିଶା ଷ୍ଟିଭେଡୋର୍ସର ପରିଚାଳନା ନିର୍ଦ୍ଦେଶକ ମହିମାନନ୍ଦ ମିଶ୍ରଙ୍କ ଦୁଇ ପୁଅ ଚନ୍ଦନ ମିଶ୍ର ଓ ଚର୍ଚ୍ଚିତ ମିଶ୍ର ଆଜି ପାରଦୀପ ଥାନାରେ ହାଜର ଛନ୍ତି। ସେମାନଙ୍କୁ  ପାରାଦୀପ ଥାନାରେ  ୧୧ ତାରିଖରେ ହାଜର ହେବାକୁ  ପୁଲିସ ନୋଟିସ ଜାରି କରଥିଲା। ଆର୍ଥିକ କାରବାର ନେଇ ଚନ୍ଦନ ଓ ଚର୍ଚ୍ଚିତଙ୍କୁ ପାରାଦୀପ ପୁଲିସ ପଚରାଉଚରା କରିବାର ଯୋଜନା ରହିଛି।