20 August 2017
11:16:06 AM
Sambad News
ଯାଜପୁର

ସିହାରେ ବାର୍ଡ ଫ୍ଲୁ’ ଆଶଙ୍କା

By Sambad | Date: Jan 3 2017 7:36AM
ସିହାରେ ବାର୍ଡ ଫ୍ଲୁ’ ଆଶଙ୍କା

ଚଣ୍ଡିଖୋଲ : ବଡ଼ଚଣା ଅଞ୍ଚଳରେ ଏବେ କାଉ ମଡ଼କ ଦେଖାଦେଇଛି। ବ୍ଲକ୍‍ ଅନ୍ତର୍ଗତ ସିହା ଗ୍ରାମର ଚନ୍ଦ୍ରମଣି ପରମାଣିକଙ୍କ ବାଡ଼ିରେ ଦୁଇଟି କାଉ ହଠାତ୍‍ ପଡ଼ି ଯାଇ ମରିଯାଇଥିଲେ। ଏହାକୁ ନେଇ ଅଞ୍ଚଳରେ ବାର୍ଡ଼ ଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି। ଲୋକମାନେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ତୁରନ୍ତ ପ୍ରାଣୀ ଚିକିତ୍ସା ବିଭାଗ ଏହାର ନମୁନା ପରୀକ୍ଷଣ ପାଇଁ ସିହାବାସୀ ଦାବି କରିଛନ୍ତି।