23 August 2017
11:15:38 PM
image
Sambad News
ଯାଜପୁର

ଯାଜପୁର ଜାରକା ନିକଟରେ ଦୁର୍ଘଟଣା: ୪ ମୃତ

By Sambad | Date: Jan 9 2017 9:11AM
ଯାଜପୁର ଜାରକା ନିକଟରେ ଦୁର୍ଘଟଣା: ୪ ମୃତ

ଯାଜପୁର ଜିଲ୍ଲା ଜାରକା ନିକଟରେ  ଟ୍ରକର ପଛପଟେ ପିଟିହେଲା କାର୍‌
କାର୍‌ରେ ଯାତ୍ରା କରୁଥିବା ୪ ଜଣଙ୍କର ମୃତ୍ୟୁ
ଡ୍ରାଇଭର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି