17 January 2017
12:40:29 AM
Sambad News
ଝାରସୁଗୁଡ଼ା

କାରଖାନା ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

By Sambad | Date: Dec 19 2016 12:36PM
କାରଖାନା ବନ୍ଦ ପ୍ରତିବାଦରେ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡ଼ା:  ଆକ୍ସନ ଇସ୍ପାତ ଲିମିଟେଡ୍‌ କର୍ତ୍ତୃପକ୍ଷ ପୂର୍ବ ନୋଟିସ ନ ଦେଇ କାରଖାନାକୁ ବନ୍ଦ୍‌ କରିବା ଓ ଏ ପର୍ଯ୍ୟନ୍ତ କର୍ମଚାରୀମାନେ ସେମାନଙ୍କ ଦରମା ଓ ବକେୟା ପାଇ ନ ଥିବା ପ୍ରତିବାଦରେ ଆଜି ଆକ୍ସନ ଇସ୍ପାତ ସଂଗ୍ରାମ ସମିତି ପକ୍ଷରୁ ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ପାଳନ କରାଯାଉଛି। ଫଳରେ ସହରରେ ଯାନବାହାନ ଚଳାଚଳ ବନ୍ଦ ରହିଛି।