22 February 2017
11:41:16 AM
Sambad News
ଝାରସୁଗୁଡ଼ା

ମୃତ ବାର୍‌ହା ସହିତ ଶିକାରୀ ଗିରଫ

By Sambad | Date: Jan 12 2017 9:57AM
ମୃତ ବାର୍‌ହା ସହିତ ଶିକାରୀ ଗିରଫ

ଝାରସୁଗୁଡ଼ା: ପୁଷପୁନୀ ଅବସରରେ ବାରହା ମାରି ଏହାର ମାଂସ ବିକ୍ରି କରିବା ପାଇ ନେଉଥିବା ବେଳେ ବନବିଭାଗ ଜଣେ ଶିକାରୀଙ୍କୁ ଧରିବା ସହିତ ତାଙ୍କ ଠାରୁ ଏକ ବଡ଼ ମଲା ବର୍‌ହା ଜବତ କରିଛି।
 ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ସୁନ୍ଦରଗଡ଼ କବାନ ଅଞ୍ଚଳର କଂଗ୍ରେସ ଲୁହୁରା(୩୬ ବର୍ଷ) ଏକ ଜଙ୍ଗଲୀ ବାରହା ମାରି ତାକୁ ବିକ୍ରି କରିବା ପାଇଁ ସୁନ୍ଦରଗଡ଼କୁ ଏକ ମୋଟର ସାଇକେଲରେ ଆଣୁଥିବା ବେଳେ ବନବିଭାଗ ଗର୍ମଚାରୀଙ୍କ ହାତରେ ଧରାପଡ଼ିଛି।