21 August 2017
2:07:20 PM
image
Sambad News
ଝାରସୁଗୁଡ଼ା

ଝାର୍‌ସୁଗୁଡ଼ାରେ କୁଆପଥର ସହ ପ୍ରବଳବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

By Sambad | Date: Jan 2 2017 8:13PM
ଝାର୍‌ସୁଗୁଡ଼ାରେ କୁଆପଥର ସହ ପ୍ରବଳବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୋମବାର ସଂଧ୍ୟା ସମୟରେ ପ୍ରବଳ ବର୍ଷା ସଙ୍ଗକୁ କୁଆପଥର ବର୍ଷା ହୋଇଛି। ପ୍ରାୟ ଘଣ୍ଟାଏ ଧରି ବର୍ଷା  ଓ କୁଆପଥର ମାଡ଼ ଲାଗି ରହିଥିଲା। ପ୍ରବଳ ବର୍ଷା ହେତୁ ବିତ୍ୟୁତ ସରବରାହରେ ବ୍ୟାହତ ସୃଷ୍ଟି ହୋଇଛି। ଏହି ବର୍ଷା ଜନଜୀବନକୁ ପ୍ରଭାବିତ କରିଥିଲେ ମଧ୍ୟ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନାହିଁ।