20 February 2017
12:21:16 AM
Sambad News
ରାଜ୍ୟ

ଭବାନୀପାଟଣରେ ସଡ଼କ ଦୁର୍ଘଟଣା: ୬ ମୃତ

By Sambad | Date: Dec 28 2016 5:37PM
ଭବାନୀପାଟଣରେ ସଡ଼କ ଦୁର୍ଘଟଣା: ୬ ମୃତ

ଭବାନୀପାଟଣା: ବୁଧବାର ଅପରାହ୍ନରେ ଫୁରଲିଝରନରୁ ଫେରୁଥିବା ବେଳେ ଏକ ଅଟୋ ସହ ଟକ୍‌ ଧକ୍କା ହେବା ଫଳରେ ଅଟୋ ଚୁର୍‌ମାର୍‌ ହୋଇ ୬ ଜଣଙ୍କର ମୃତ୍ୟ ଘଟିଛି। ଦୁର୍ଘଟଣା ପରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତଖାନାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।