27 March 2017
12:21:38 AM
Sambad News
କନ୍ଧମାଳ

ଜୁଆ ଆଡ୍ଡାରେ ଚଢାଉ, ୩ ଗିରଫ

By Sambad | Date: Jan 6 2017 10:41AM
ଜୁଆ ଆଡ୍ଡାରେ ଚଢାଉ, ୩ ଗିରଫ

ଫୁଲବାଣୀ / ଫିରିଙ୍ଗିଆ: ଫିରିଙ୍ଗିଆ ଥାନା ବନ୍ଧଗଡ ପାହାଡ ଉପରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ପୁଲିସ ଚଢାଉ କରି ୩ ଜୁଆଡିଙ୍କୁ ଗିରଫ କରି ୧୦ ହଜାର ୫୫୦ ଟଙ୍କା, ୨ଟି ମୋବାଇଲ, ୨ଟି ଏଟିଏମ୍‌ କାର୍ଡ ଜବତ କରିଛି। ଏନେଇ ଥାନାରେ ଏକ ମାମଲା ନଂ. ୫/୧୭ରେ ରୁଜୁ ହୋଇଥିବା ଫିରିଙ୍ଗିଆ ଥାନାଧିକାରୀ ଧୀରେନ କୁମାର ବେହେରା ପ୍ରକାଶ କରିଛନ୍ତି।