22 February 2017
10:54:25 PM
Sambad News
କନ୍ଧମାଳ

ଫୁଲବାଣୀ: ଭିଜିଲାନ୍ସ ହାତରେ ଧରାପଡ଼ିଲେ େଓ୍ଵଲଫେୟାର୍ ଏକ୍ସଟେନସନ୍ ଅଫିସର

By Sambad | Date: Dec 22 2016 1:43PM
ଫୁଲବାଣୀ: ଭିଜିଲାନ୍ସ ହାତରେ ଧରାପଡ଼ିଲେ େଓ୍ଵଲଫେୟାର୍ ଏକ୍ସଟେନସନ୍ ଅଫିସର

ଗଞ୍ଜାମ/ଫୁଲବାଣୀ: ଦାରିଙ୍ଗବାଡ଼ି େଓ୍ଵଲଫେୟାର ଏକ୍‌ସଟେନସନ୍‌ ଅଫିସର ରଞ୍ଜନ ଜେନା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।  କିରିକୁଟି ଆଶ୍ରମ ସ୍କୁଲର ବିଦ୍ୟୁତ ବିଲ ପାସ କରିବା ପାଇଁ ସ୍କୁଲର ସୁବାସ ଚନ୍ଦ୍ର ସିଂହଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।