22 August 2017
5:24:35 AM
image
Sambad News
କେନ୍ଦ୍ରାପଡ଼ା

ଓଲଟିଲା ଧାନ ବୋଝେଇ ପିକ୍‌ଅପ୍‌

By Sambad | Date: Jan 6 2017 11:25AM
ଓଲଟିଲା ଧାନ ବୋଝେଇ ପିକ୍‌ଅପ୍‌

ଚାନ୍ଦୋଳ: କଟକ-ଚାନ୍ଦବାଲି ରାଜରାସ୍ତାର ଚାନ୍ଦୋଳ ଠାରେ ଭାରସାମ୍ୟ ହରାଇ ଏକ ଧାନ ବୋଝେଇଓ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲାା ସୌଭାଗ୍ୟବଶତଃ ଗାଡ଼ିର ଚାଳକ ବର୍ତିଯାଇଛନ୍ତି । ଏହି ପିକ୍‌ଅପ୍‌ ଭ୍ୟାନ (ଓଡି-୨୯-ବି-୫୯-୨୧)ଟି ଧାନ ବୋଝେଇ କରି କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ଗାତରେ ପଡ଼ିଯିବାରୁ ଓଲଟି ପଡ଼ିଥିଲା। ଧାନବସ୍ତା ଗୁଡ଼ିକ ଖସି ପଡ଼ିଯିବାରୁ ଗାଡ଼ିଟି କେବଳ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।