21 January 2017
11:51:59 AM
image
Sambad News
ରାଜ୍ୟ

ସରିଲା କୁମ୍ଭୀର ଗଣନା : ଆଜି ଖୋଲିବ ଭିତରକନିକା

By Sambad | Date: Jan 9 2017 12:41AM
ସରିଲା କୁମ୍ଭୀର ଗଣନା : ଆଜି ଖୋଲିବ ଭିତରକନିକା

ରାଜନଗର : ଆସନ୍ତାକାଲିଠାରୁ ଭିତରକନିକା ଖୋଲିବ। ଗତ ୨ରୁ ୮ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି  ଏହି ଜାତୀୟ ଉଦ୍ୟାନରେ ରହୁଥିବା ବଉଳା କୁମ୍ଭୀରମାନଙ୍କ ଗଣନା କରାଯାଇଥିଲା। ଏହି କାର୍ଯ୍ୟ ଆଜି ସରିଛି। ଏହି ସମୟ ମଧ୍ୟରେ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିଲା।