21 January 2017
4:13:28 PM
image
Sambad News
କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା:ଏଟିଏମ ଭାଙ୍ଗି ଲୁଟ୍‌ ଉଦ୍ୟମ

By Sambad | Date: Jan 12 2017 9:36AM
କେନ୍ଦ୍ରାପଡ଼ା:ଏଟିଏମ ଭାଙ୍ଗି  ଲୁଟ୍‌ ଉଦ୍ୟମ

କେନ୍ଦ୍ରାପଡ଼ା: ଗତକାଲି ରାତିରେ କେତେକ ଦୁର୍ବୃତ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ବଙ୍ଗାଳପୁର ପଞ୍ଚାୟତର ଚଁପୁର ଠାରେ ଥିବା ଏକ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଏଟିଏମ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ଖବର ପାଇ ଆଜି ପୁଲିସ ଓ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।