28 May 2017
5:58:08 PM
image
Sambad News
ରାଜନୀତି

ଅନୁପ ପାତ୍ର ବିଜେଡିରୁ ନିଲମ୍ବିତ

By Sambad | Date: Jan 5 2017 6:17AM
ଅନୁପ ପାତ୍ର ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର :  ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଅନୁପ କୁମାର ପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କୁ ୬ବର୍ଷ ପାଇଁ ନିଲମ୍ବନ କରାଯାଇଛି। ବିଜେଡି ସଂପାଦକ ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ଏକ ପ୍ରେସ ଇସ୍ତାହାରରେ ଏହି ସୂଚନା ଦେଇଛନ୍ତି। 

image