26 June 2017
12:41:39 AM
Sambad News
ଜୀବନଚର୍ଯ୍ୟା

ପୁରୁଷମାନେ ନିଜର ଗ୍ରହକୁ କିପରି ଶାନ୍ତି କରିବେ ଜାଣନ୍ତୁ

By Sambad | Date: Apr 20 2017 7:34PM
ପୁରୁଷମାନେ ନିଜର ଗ୍ରହକୁ କିପରି ଶାନ୍ତି କରିବେ ଜାଣନ୍ତୁ

ସକାଳେ ବିଛଣା ପରିତ୍ୟାଗ ପରେ ନିଜର ଇଷ୍ଟଦେବଙ୍କ ଆରାଧନା କର। 

 ପିତା-ମାତା, ଗୁରୁ ଓ ବୟସ୍କମାନଙ୍କୁ ପ୍ରଣାମ କର। 

 ଶୌଚ-ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ହାତ ଯୋଡ଼ି ନମସ୍କାର କର। 

 ପ୍ରାତଃକାଳରେ ଗୀତା, ଭାଗବତ, ପୁରାଣ, ଶାସ୍ତ୍ର ଅଧ୍ୟୟନ କର। ହରେ କୃଷ୍ଣ ହରେ ରାମ, ଗାୟତ୍ରୀ ମନ୍ତ୍ର ଜପ କର।

 ପ୍ରତି ଦିନ ନିଜ ଖାଦ୍ୟରୁ କିଛି ସଞ୍ଚୟ କରି, ଦରିଦ୍ରଙ୍କୁ ଦାନ କର। 

ଗାଈ, କୁକୁର ଓ ପକ୍ଷୀଙ୍କୁ ଖାଇବାକୁ ଦିଅ। ଅତିଥିଙ୍କ ସେବା କର।