17 August 2017
6:57:29 PM
Sambad News
ଜୀବନଚର୍ଯ୍ୟା

ଘରେ ରଖନ୍ତୁ ଏହି ୫ଟି ଗଛ!

By Sambad | Date: Aug 11 2017 8:16PM
ଘରେ ରଖନ୍ତୁ ଏହି ୫ଟି ଗଛ!

-ଆପଣଙ୍କ ଘର ବାଲ୍‌କୋନିରେ ଆଲୋବେରା(ଘି କୁଆଁରୀ) ଗଛ ରଖନ୍ତୁ। ରାତି ସମୟରେ ଏହି ପତ୍ରରୁ ଅଧିକ ଅମ୍ଳଜାନ ନିର୍ଗତ ହୋଇଥାଏ। ଯାହାକି ବୟସ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।
 
-ଘରେ ସ୍ନେକ୍‌ ପ୍ଲାଣ୍ଟ୍‌ ନିଶ୍ଚୟ ଲଗାନ୍ତୁ। ଏହି ଗଛରୁ ମଧ୍ୟ ରାତିରେ ଅଧିକ ପରିମାଣରେ ଅମ୍ଳଜାନ ନିର୍ଗତ ହୋଇଥାଏ।
 
-ଓସ୍ତ ଗଛ ଘର ପାଖରେ  ଲଗାଇବା ଦ୍ୱାରା ଘର ମଧ୍ୟରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା କେବଳ ଅମ୍ଳଜାନ ଦିଏ ନାହିଁ ବରଂ ମଧୁମେହ, କୋଷ୍ଠକାଠିନ୍ୟ ଏବଂ ଯକ୍ଷ୍ମା ରୋଗ ଦୂର କରିଥାଏ।
 
-ଘର ପାଖାପାଖି ନିମ୍ବ ଗଛ ଲଗାଇବା ବି ଭଲ। ଏହା ଘର ଚତୁର୍ପାଶ୍ୱର ବାୟୁକୁ ପ୍ରଦୂଷଣରୁ ରୋକେ।