20 February 2017
12:21:59 AM
Sambad News
ଜୀବନଚର୍ଯ୍ୟା

ସମ୍ଭୋଗ ପୂର୍ବରୁ ଏସବୁ ଖାଆନ୍ତୁ ନାହିଁ

By Sambad | Date: Jan 7 2017 1:52PM
ସମ୍ଭୋଗ ପୂର୍ବରୁ ଏସବୁ ଖାଆନ୍ତୁ ନାହିଁ

ଯଦି ସାଥୀଙ୍କ ସହିତ ସମ୍ଭୋଗଲାଗି ପ୍ରସ୍ତୁତ ହେଉଛନ୍ତି ତେବେ ମନେ ରଖନ୍ତୁ ନିମ୍ନୋକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।ପ୍ରଥମତଃ ଆପଣ କୌଣସି ପ୍ରକାରର ତେଲଛଣା ଜିନିଷ ଗ୍ରହଣ କରନ୍ତୁ ନାହିଁ ,କାରଣ ଏହା ଟେଷ୍ଟୋଷ୍ଟେରେନ୍‌ ସ୍ତରକୁ ହ୍ରାସ କରେ । ଫଳତଃ ଆପଣଙ୍କର କ୍ଷମତା କମିଯିବାର ଆଶଙ୍କା ରହିଛି। ଠିକ୍‌ ସେହିପରି ପିଜ୍ଜାଠାରୁ ମଧ୍ୟ ଦୂରେଇ ରହିବା ଉଚିତ। କାରଣ ଏହା ଖାଇବାପରେ ପାଟିରୁ ଏକ ଗନ୍ଧ ବାହାରିଥାଏ ।
 
ସୋଡା ଜାତୀୟ ଯେକୌଣସି ପାନୀୟ ମଧ୍ୟ ସେବନ କରନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣ ହେଭି ଫିଲ୍‌ କରିପାରନ୍ତି । ତାଛଡ଼ା ଆପଣଙ୍କ ପାଟିର ଦୁର୍ଗନ୍ଧ ସାଥୀଙ୍କୁ ଭଲ ଲାଗି ନପାରେ । ସବୁଠୁ ବନ କଥା ହେଲା ରସୁଣଯୁକ୍ତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଆପଣ କିମ୍ବା ସାଥୀ ସେକ୍ସି ଫିଲ୍‌ କରନ୍ତି ନାହିଁ । ଫଳତଃ ଉପଯୁକ୍ତ ସମ୍ଭୋଗ ହୋଇପାରେ ନାହିଁ ।