21 January 2017
3:33:52 AM
image
Sambad News
ଜୀବନଚର୍ଯ୍ୟା

ସେକ୍ସୁଆଲ୍‌ ଆକ୍ଟ ଲାଗି କେତେ ସମୟ ଲାଗେ?

By Sambad | Date: Jan 8 2017 1:39PM
ସେକ୍ସୁଆଲ୍‌ ଆକ୍ଟ ଲାଗି କେତେ ସମୟ ଲାଗେ?

ସେକ୍ସୁଆଲ୍‌ ଆକ୍ଟ ପାଇଁ ପ୍ରକୃତରେ କେତେ ସମୟ ଲାଗେ ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଏସଂପର୍କରେ ଏକ ଗବେଷଣା କରାଯାଇଥିଲା । ସେଥିରୁ ଜଣାଯାଇଛି ଯେ ସାଧାରଣତଃ ହ୍ୟୁମାନ ସେକ୍ସୁଆଲ୍‌ ଆକ୍ଟ ଲାଗି ପ୍ରାୟ ୭.୩ ମିନିଟ୍‌ ସମୟ ଲାଗିଥାଏ । କିନ୍ତୁ ଏହାକୁ ପାଖାପାଖି ୪୩ ପ୍ରତିଶତ ଯୁଗଳ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ସେମାନଙ୍କ ମତ ହେଲା ଯେ ଏଥିପାଇଁ ମାତ୍ର ୨ ମିନିଟ୍‌ ଲାଗିଥାଏ । ଆରମ୍ଭରୁ ଶେଷ ଯାଏଁ ଏତିକି ସମୟ ଲାଗିଥାଏ ବୋଲି କୁହାଯାଉଛି । ତେବେ ସାରାରାତି କ’ଣ କରାଯାଇଥାଏ ।
 
କେତେକ ରାତିରେ ଦୁଇ ଥର ମଧ୍ୟ ସେକ୍ସୁଆଲ୍‌ ଆକ୍ଟ କରିଥାନ୍ତି । ସେମାନଙ୍କ କହିବା ଅନୁଯାୟୀ  ସକାଳେ ଉଠି କାମ କରିବାକୁ ପଡ଼ିବ । ଏଣୁ ଏହି ଆକ୍ଟ ପାଇଁ ବେଶୀ ସମୟ ଦେବାର ଆବଶ୍ୟକତା ନାହିଁ । ଏପରିକି ସେକ୍ସୁଆଲ୍‌ ଆକ୍ଟ ପରେ ମଧ୍ୟ କେତେକ ଦମ୍ପତି ଅଫିସ୍‌ କାମ କରିବା ଲାଗି ଲାପଟପ୍‌ ଧରି ବସିଥାନ୍ତି ।