23 February 2017
8:16:22 AM
Sambad News
ଜୀବନଚର୍ଯ୍ୟା

ଏହା କଲେ ବୃଦ୍ଧି ପାଏ ଯୌନ ସକ୍ଷମତା

By Sambad | Date: Jan 11 2017 7:53PM
ଏହା କଲେ ବୃଦ୍ଧି ପାଏ ଯୌନ ସକ୍ଷମତା

ସ୍ୱାସ୍ଥ୍ୟ ଭଲ ଓ  ବହୁତ ସମୟ କାମ  କରିପାରନ୍ତି ହେଲେ ସହବାସ ସମୟରେ ଅକ୍ଷମତା ପ୍ରକାଶ ପାଇଥାଏ। ଯଦି ଆପଣ ଏପରି ସମସ୍ୟାର କବଳିତ, ତେବେ ଏପରି କିଛି ଉପାୟ ଅବଲମ୍ବନ କରନ୍ତୁ ଯାହା ଉତ୍ତମ ସହବାସରେ ସହାୟକ ହେବ। 
 
-ସହବାସ ସମୟରେ ଆରାମଦାୟକ  ସ୍ଥାନରେ ଉତ୍ତମ ଆଲୋକରେ ସହବାସ କଲେ ଏହା ଅଧିକା ଆନନ୍ଦଦାୟକ ହୋଇଥାଏ।
 
-ମନରେ ସୁଖକର ଓ ସକାରାତ୍ମକ ଚିନ୍ତାଧାରା ରଖିଲେ ସହବାସ ଆନନ୍ଦପ୍ରଦ ହୁଏ।
 
- ସମ୍ଭୋଗ ସମୟରେ ନୂଆ କୌଶଳ ଅବଲମ୍ବନ କରନ୍ତୁ।  ବିଶ୍ରାମ ନେଇ ସହବାସ କରନ୍ତୁ। ମଝିରେ ମଝିରେ ଦୀର୍ଘଶ୍ୱାସ ନେଲ ଭଲ।
 
-ସନ୍ତୁଳିତ ଆହାର, ଶୃଙ୍ଖଳିତ ଜୀବନଚର୍ଯ୍ୟା, ଯୋଗ ଓ ବ୍ୟାୟାମ କଲେ ଯୌନ ସକ୍ଷମତା ବୃଦ୍ଧି ପାଇଥାଏ।