30 March 2017
8:16:06 AM
Sambad News
ମହାନଗର

ମୈତ୍ରୀବିହାର ଅଞ୍ଚଳରେ ନାବାଳିକା ଦୁଷ୍କର୍ମର ଶିକାର

By Sambad | Date: Aug 24 2016 6:41AM
ମୈତ୍ରୀବିହାର ଅଞ୍ଚଳରେ ନାବାଳିକା ଦୁଷ୍କର୍ମର ଶିକାର

ଭୁବନେଶ୍ୱର: ରାଜଧାନୀର ମୈତ୍ରୀବିହାର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା  ଖବର ହସ୍ତଗତ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ନାବାଳିକାଙ୍କ ବୟସ ୧୧ ବର୍ଷ ଓ ତାଙ୍କୁ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ବୟସ ୪୦ ବର୍ଷ। ଏହି ଘଟଣାର ସବିଶେଷ ତଥ୍ୟ ଏଯାବତ୍‌ ହସ୍ତଗତ ହୋଇନାହିଁ।  ଉଲ୍ଲେଖଯୋଗ୍ୟ,  ଚଳିତ ବର୍ଷ ୧୦  ବର୍ଷରୁ କମ ବୟସର ପ୍ରାୟ ୬ ବାଳିକା ଦୁଷ୍କର୍ମ ଶିକାର ହେଲେଣି।