26 May 2017
10:24:17 PM
image
Sambad News
ନୂଆପଡ଼ା

ସମତା ଟ୍ରେନ ଧକ୍କାରେ ୫ ମଇଁଷି ମୃତ, ୪ ଗୁରୁତର

By Sambad | Date: Dec 29 2016 9:50AM
ସମତା ଟ୍ରେନ ଧକ୍କାରେ ୫ ମଇଁଷି ମୃତ, ୪ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ ଧକ୍କାରେ ଦେବାରୁ ୫ ମଇଁଷି  ମୃତ ହୋଇଥିବା ବେଲେ ୪ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଖରିଆର ରୋଡ ରେଳ ଷ୍ଟେସନରେ ବୁଧବାର ଦିନ ପ୍ରାୟ ୨ଟାରେ ବିଶାଖପାଟଣାଠାରୁ ମୁମ୍ବାଇ ଯାଇଥିବା  ସମତା ଏକ୍ସପ୍ରେସ ଟ୍ରେନ ଖରିଆର ରୋଡ ଷ୍ଟେସନରେ ୯ଟି  ମଇଁଷି ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୫ ଟି ମଇଁଷିଙ୍କ ମୃତ ହୋଇଥିବା ବେଲେ ୪ ଟି ମଇଁଷିଙ୍କୁ ରେଲେଓ୍ଵ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି।

image