ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମେଣ୍ଟ ଚର୍ଚ୍ଚା ଥମିନି, ଅଣ୍ଟା ଭିଡ଼ିଲେ ଆଶ୍ରିତ

ପିପିଲି: ଗୋଟିଏପଟେ ମେଣ୍ଟ ଚର୍ଚ୍ଚା ଥମି ନଥିବା ବେଳେ ପିପିଲିରେ ବିଜେପି ଆଜି ନିଜ କର୍ମୀମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛି। ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ଆଜି ହାଟସାହି ପଞ୍ଚାୟତ ବାଜପୋଇଛକ ନିକଟରେ ଦଳ…
ଅଧିକ ଖବର ଦେଖନ୍ତୁ...

ମେଣ୍ଟ ଚିତ୍ର ଅସ୍ପଷ୍ଟ: ବିଜେପି ଶିବିର ଖାଁ ଖାଁ

ଶେରଗଡ଼: ରାଜ୍ୟ ରାଜନୀତି ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ରାଜନୈତିକ ଉଷ୍ମତା ହଠାତ୍ ଥମିଯାଇଛି। କାରଣ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟକୁ ନେଇ ଏଯାଏ ଦ୍ବନ୍ଦ୍ବ ଲାଗିରହିଥିବା ବେଳେ ଚିତ୍ର ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ମଇଦାନକୁ ଓହ୍ଲାଇଲା ବିଜେଡି: ପୁରୀ, କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ସମୀକ୍ଷା ଆରମ୍ଭ

ଭୁବନେଶ୍ବର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ନିଷ୍ପତ୍ତି ଝୁଲୁଛି। ତୃଣମୂଳସ୍ତର ଯାଏଁ ଏହି କଥାଟି ଏତେ ଭେଦିଛି ଯେ ଉଭୟ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଏକପ୍ରକାର ଅଟକିଯାଇଛି। ଠିକ୍ ଏମିତି ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଆଜି କୌଶଳ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ: ବଦଳିବେ ୬ ରାଜ୍ୟର ଗୃହ ସଚିବ

ନୂଆଦିଲ୍ଲୀ; ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହେ‌ବା ପରେ ଭାରତର ନିର୍ବାଚନ କମିସନ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୬ ରାଜ୍ୟର ଗୃହ ସଚିବଙ୍କୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ପଶ୍ଚମବଙ୍ଗର ପୁଲିସ ମହାନିର୍ଦ୍ଦେଶକ (ଡିଜି),…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ଖରାକୁ ଡର: ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର: ଏପ୍ରିଲ ୧୯ରୁ ଜୁନ୍‌ ୧ ମଧ୍ୟରେ ସାରା ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ମହାପର୍ବ ପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ଖରାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। କାରଣ ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବା…
ଅଧିକ ଖବର ଦେଖନ୍ତୁ...

ମଇଦାନରେ ମୁହାଁମୁହିଁ ହେବେ ବିଜେଡି-କଂଗ୍ରେସ: ମନୋହର ବନାମ ଲିପିକା ଲଢ଼େଇ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ଅଭିଜ୍ଞ ବନାମ ନବାଗତ ଲଢ଼େଇକୁ ନେଇ ଚର୍ଚ୍ଚା ଜୋର୍‌ଦାର୍‌ ହୋଇଛି। ବିଜେଡିର ବିଧାୟକ ମନୋହର ରନ୍ଧାରୀ ଓ କଂଗ୍ରେସର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଡାକ୍ତର ଝିଅ ଲିପିକା ମାଝୀ ପରସ୍ପରକୁ କଡ଼ା ଟକ୍କର ଦେବା…
ଅଧିକ ଖବର ଦେଖନ୍ତୁ...

ପୁରୀ ଜିଲ୍ଲା: ୫୭୭ ଶତାୟୁ ଭୋଟର, ୮୦ ବର୍ଷରୁ ଅଧିକ ୪୧,୦୯୪

ପୁରୀ: ୨୦୧୯ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଜିଲ୍ଲାରେ ଯୋଡ଼ି ହୋଇଛନ୍ତି ୫୧ହଜାର ୩୯୯ଜଣ ନୂଆ ମତଦାତା ବରିଷ୍ଠ, ଯୁବ, ମହିଳା ଓ ପୁରୁଷ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥର ୮୦ରୁ ଅଧିକ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୪୧ହଜାର ୦୯୪ ଥିବା ବେଳେ ୫୭୭ ଜଣ ଶତାୟୁ ଭୋଟର ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସିମୁଳିଆରେ ରାଜନୈତିକ ସ୍ଥିତି ସରଗରମ: ଦଳବଳ ଧରି ମଇଦାନରେ ପ୍ରମୁଖ ଦଳର ଆଶାୟୀ

ସିମୁଳିଆ: ମେଣ୍ଟ ପ୍ରସଙ୍ଗକୁ ନେଇ ଗୋଟିଏସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ବିଜେପି ଓ ବିଜେଡି ଆଶାୟୀ ପ୍ରାର୍ଥୀ ଆଶଙ୍କାରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲେ। ଏବେ ମେଣ୍ଟ ଚର୍ଚ୍ଚା ଥମିବାପରେ ବିଜେପି, ବିଜେଡିରୁ ଆଶାୟୀ ପୁଣି ଚେଇଁ…
ଅଧିକ ଖବର ଦେଖନ୍ତୁ...

ବଡ଼ମ୍ବାରେ ଦେବୀଙ୍କ ପ୍ରତିଦ୍ବନ୍ଦ୍ବୀ କିଏ: ବିଜୟ ନା ସମ୍ବିତ?

କଟକ: ବଡ଼ମ୍ବା ଲଢେଇରେ ଏଥର କିଏ ମୁହାଁମୁହିଁ ହେବେ? ‌ଗୋଟିଏପଟେ ବିଜେଡିର ଚେହେରା ସ୍ପଷ୍ଟ ବୋଲି କୁହାଯାଉଥିବା ବେଳେ ବିଜେପି ଓ କଂଗ୍ରେସ ଶିବିରରେ କିନ୍ତୁ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସି ପାରୁନାହିଁ। ବଡ଼ମ୍ବାରୁ ଦେବୀ ମିଶ୍ର ଏଯାଏ ଲଗାତାର ଭାବେ ୬ଥର ଜିତି ସାରିଲେଣି।…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ: ମାଓ, ମଦ, ଟଙ୍କା, ବନ୍ଧୁକ କାରବାର ଉପରେ ନଜର

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ପୁଲିସ। ସେ ମାଓପ୍ରବଣ ଅଞ୍ଚଳ ହେଉ କି ସମ୍ବେଦନଶୀଳ ଅଞ୍ଚଳ। କେଉଁଠି ବି କୌଣସି ପ୍ରକାର ସମସ୍ୟା ଦେଖା ନଦିଏ, ଲୋକ ଯେଭଳି ନିର୍ଭୟରେ ମତଦାନ କରିବେ। ସୀମାନ୍ତ ଅଞ୍ଚଳ ଠାରୁ ଉପାନ୍ତ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...