24 September 2017
10:39:42 AM
Sambad News
ରାଜନୀତି

ପୌର ନିର୍ବାଚନ: ମଧ୍ୟପ୍ରଦେଶରେ ୨୫ଟି ଆସନରେ ଭାଜପା ବିଜୟୀ, ପଶ୍ଚିମବଙ୍ଗରେ ମମତାଙ୍କ କ୍ଲିନ ସୁଇପ୍‌

ଚାଷୀ ଆନ୍ଦୋଳନ କୌଣସି ପ୍ରଭାବ ପକାଇ ନାହିଁ: ଶିବରାଜ

By Sambad | Date: Aug 17 2017 6:26PM
ପୌର ନିର୍ବାଚନ: ମଧ୍ୟପ୍ରଦେଶରେ ୨୫ଟି ଆସନରେ ଭାଜପା ବିଜୟୀ, ପଶ୍ଚିମବଙ୍ଗରେ ମମତାଙ୍କ କ୍ଲିନ ସୁଇପ୍‌

ନୂଆଦିଲ୍ଳୀ: ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ ହୋଇଥିବା ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ୨୫ଟି ଆସନରେ ବିଜୟୀ ହୋଇଥିବା ବେଳେ, ତୃଣମୃଳ କଂଗ୍ରେସ ୭ଟି ଯାକ ଆସନରେ ପଶ୍ଚିମବଙ୍ଗରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ କଂଗ୍ରେସ ୧୫ଟି ଆସନରେ ବିଜୟୀ ହୋଇଛି। ସେହିଭଳି ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ଟି ଆସନ ମିଳିଛି। ବିଜେପିକୁ ସଫଳତା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାଣ କହିଛନ୍ତି, ନିର୍ବାଚନରେ ଚାଷୀ ଆନ୍ଦୋଳନର କୌଣସି ପ୍ରଭାବ ପଡ଼ିନାହିଁ। 

image