22 February 2017
11:43:03 AM
Sambad News
ପୁରୀ

ଶ୍ୱେତଗଙ୍ଗାରୁ ଉଦ୍ଧାର ହେଲା ଯୁବକଙ୍କ ଶବ

By Sambad | Date: Jan 11 2017 11:57AM
ଶ୍ୱେତଗଙ୍ଗାରୁ ଉଦ୍ଧାର ହେଲା ଯୁବକଙ୍କ ଶବ

ପୁରୀ: ପୁରୀ ସହର ବାଲିସାହିର ଅଶୋକ ପ୍ରତିହାରୀଙ୍କ ମୃତଦେହ ଆଜି ଶ୍ୱେତଗଙ୍ଗାରୁ ଉଦ୍ଧାର କରାଯାଇଛି। ଗତକାଲି ରାତିରୁ ଶ୍ରୀ ପ୍ରତିହାରୀ ନିଖୋଜ ଥିଲେ। ଆଜି ସକାଳେ ଏକ ଶବ ଶେ୍ଵତଗଙ୍ଗାରେ ଭାସୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ  ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ଶ୍ରୀ ପ୍ରତିହାରୀଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇ ନ