25 May 2017
4:11:01 PM
image
Sambad News
ରାଜ୍ୟ

ଧରତୀ-ଆବା ନାମରେ ଚାଲିବ ହାଟିଆ-ଏର୍ଣ୍ଣାକୁଲମ

By Sambad | Date: Dec 28 2016 11:49PM
ଧରତୀ-ଆବା ନାମରେ ଚାଲିବ ହାଟିଆ-ଏର୍ଣ୍ଣାକୁଲମ

ସମ୍ବଲପୁର : ଟ୍ରେନ୍‌ ନମ୍ବର ୨୨୮୩୭/୨୨୮୩୮ ହାଟିଆ-ଏର୍ଣ୍ଣାକୁଲମ-ହାଟିଆ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସ୍‌ (ଭାୟା ସମ୍ବଲପୁର, ଟିଟିଲାଗଡ଼) ଏଣିକି ଧରତୀ-ଆବା ଏକ୍ସପ୍ରେସ୍‌ ଭାବେ ଚଳାଚଳ କରିବ ବୋଲି ରେଳବାଇ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

image