24 July 2017
8:12:28 AM
image
Sambad News
ସମ୍ବଲପୁର

ସମ୍ବଲପୁର: ନଦୀରେ ଭାସୁଛି ଅଚଳ ଟଙ୍କା

By Sambad | Date: Jan 4 2017 3:29PM
ସମ୍ବଲପୁର: ନଦୀରେ ଭାସୁଛି ଅଚଳ ଟଙ୍କା

ସମ୍ବଲପୁର:  ସମ୍ବଲପୁର ମାରଓ୍ଵାଡ଼ିପଡ଼ା ନିକଟ ମହାନଦୀ ଘାଟରୁ ଆଜି ପୁଲାପୁଳା ଟଙ୍କା ଭାସୁଥିବା ଦେଖିବରାକୁ ମିଳିଛି। ଖବରପାଇ ସମ୍ବଲପୁର ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାସୁଥିବା କିଛି ଅଚଳ ୫ଶହ ଓ ହଜାର ଟଙ୍କିଆ ନୋଟ୍‌ ଜବତ କରିଛି। ତେବେ ଅଧିକାଂଶ ଟଙ୍କା ମହାନଦୀରେ ଭାସିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି।