25 September 2017
3:22:36 PM
Sambad News
ବିଶେଷ

ସଫଳ ବ୍ୟବସାୟୀ କନ୍ୟା ଜୟନ୍ତୀ

By Sambad | Date: May 19 2017 6:08PM
ସଫଳ ବ୍ୟବସାୟୀ କନ୍ୟା ଜୟନ୍ତୀ

 ଭାରତର ଜଣେ ଧନୀକ ବ୍ୟବସାୟୀ ତଥା ବିସ୍‌ଲାରି ଇଣ୍ଟର୍‌ନ୍ୟାସ୍‌ନାଲ୍‌ର ନିର୍ଦ୍ଦେଶକ ରମେଶ ଚୌହାନଙ୍କ ୩୨ ବର୍ଷୀୟା ଝିଅ ଜୟନ୍ତୀ ମଧ୍ୟ ବ୍ୟବସାୟରେ ବେଶ୍‌ ପାରଙ୍ଗମ। ୨୦୦୯ ମସିହାଠାରୁ ଜୟନ୍ତୀ ଏହି ବ୍ୟବସାୟରେ ଯୋଡ଼ି ହୋଇଛନ୍ତି। ୨୭ ବର୍ଷ ବୟସରୁ ସେ ଏହି ଭାର ସମ୍ଭାଳିବା ସହିତ କମ୍ପାନିକୁ ଆହୁରି ଆଗକୁ ନେଇପାରିବେ ବୋଲି ଜୟନ୍ତୀଙ୍କ ବିଶ୍ୱାସ ଥିଲା। ଝିଅ ସଂପର୍କରେ ଶ୍ରୀ ଚୌହାନ୍‌ କୁହନ୍ତି, ‘ସେ ମୋଠାରୁ ଭଲ ସମ୍ଭାଳି ପାରିବ। ମୋର ଏକ ବୃଦ୍ଧର ମୁଣ୍ଡ କିନ୍ତୁ ଆଜିର ଯୁବପିଢ଼ି କ’ଣ ଚାହାନ୍ତି ତାକୁ ମୋ ଝିଅ ବୁଝେ।’

image