23 August 2017
3:25:47 PM
image
Sambad News
ବିଶେଷ

କାହା ଗାଡ଼ିରେ ଲାଗୁଥିଲା କେଉଁ ରଙ୍ଗର ବତି

By Sambad | Date: Apr 20 2017 1:38PM
କାହା ଗାଡ଼ିରେ ଲାଗୁଥିଲା କେଉଁ ରଙ୍ଗର ବତି

ଫ୍ଲାସର୍‌ ଥିବା ନାଲିବତି :
 
ରାଷ୍ଟ୍ରପତି
ଉପରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀ
ପୂର୍ବତନ ରାଷ୍ଟ୍ରପତି
ଉପ ପ୍ରଧାନମନ୍ତ୍ରୀ
ଭାରତର ମୁଖ୍ୟ ବିଚାରପତି
ଲୋକସଭାର ବାଚସ୍ପତି
କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀସମୂହ
ଯୋଜନା ଆୟୋଗର ଉପାଧ୍ୟକ୍ଷ
ପୂର୍ବତନ ପ୍ରଧାନମନ୍ତ୍ରୀ
ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ଦଳ ନେତା
ସୁପ୍ରିମ୍‌ କୋର୍ଟର ବିଚାରପତି ସମୂହ
ଫ୍ଲାସର ରହିତ ନାଲିବତି
ମୁଖ୍ୟ ନିର୍ବାଚନ କମିସନର୍‌
କମ୍‌ପ୍ଟ୍ରୋଲର୍‌ ଆଣ୍ଡ୍‌ ଅଡିଟର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ
ରାଜ୍ୟସଭାର ଉପବାଚସ୍ପତି
ଲୋକସଭାର ଉପବାଚସ୍ପତି
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ
ଯୋଜନା କମିସନ୍‌ର ସଦସ୍ୟ
ଭାରତର ଆଟର୍ଣ୍ଣି ଜେନେରାଲ୍‌
କ୍ୟାବିନେଟ୍‌ ସଚିବ
ଜେନେରାଲ୍‌ ଓ ଲେଫ୍‌ନାଣ୍ଟ୍‌ ଜେନେରାଲ୍‌ସ୍ତରୀୟ ତିନି ବାହିନୀର କର୍ମଚାରୀ ମୁଖ୍ୟ
କେନ୍ଦ୍ରୀୟ ଡେପୁଟି ମିନିଷ୍ଟର୍‌
କେନ୍ଦ୍ରୀୟ ଆଡ୍‌ମିନିଷ୍ଟ୍ରାଟିଭ୍‌ ଟ୍ରିବୁନାଲ୍‌ର ଅଧ୍ୟକ୍ଷ
ସଂଖ୍ୟାଲଘୁ କମିସନ୍‌ର ଅଧ୍ୟକ୍ଷ
ଅନୁସୂଚୀତ ଜାତି ଓ ଜନଜାତି କମିସନ୍‌ର ଅଧ୍ୟକ୍ଷ
କେନ୍ଦ୍ରୀୟ ଲୋକସେବା ଆୟୋଗର ଅଧ୍ୟକ୍ଷ
ସଲିସିଟର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ
ଫ୍ଲାସ୍‌ର ସହ ନାଲିବତି ( କେବଳ ଏନ୍‌ସିଟି ଦିଲ୍ଲୀରେ)
ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌
ମୁଖ୍ୟମନ୍ତ୍ରୀ
ହାଇକୋର୍ଟର ମୁଖ୍ୟ ବିଚାରପତି
ହାଇକୋର୍ଟର ବିଚାରପତି
ବିଧାନସଭାର ବାଚସ୍ପତି
କ୍ୟାବିନେଟ୍‌ ମନ୍ତ୍ରୀ
ବିଧାନସଭା ବିରୋଧୀ ଦଳର ନେତା
ଫ୍ଲାସ୍‌ର ରହିତ ନାଲିବତି ( କେବଳ ଏନ୍‌ସିଟି ଦିଲ୍ଲୀରେ)
ରାଜ୍ୟ ନିର୍ବାଚନ କମିସନର୍‌
ବିଧାନସଭାର ଉପବାଚସ୍ପତି
ମୁଖ୍ୟ ଶାସନ ସଚିବ
ଦିଲ୍ଲୀ ଅଞ୍ଚଳର ଜେନେରାଲ୍‌ ଅଫିସର୍‌ କମାଣ୍ଡିଙ୍ଗ୍‌
 
ଫ୍ଲାସର୍‌ ଥାଇ ନୀଳ/ସ୍ୱର୍ଣ୍ଣାଭ ବତି :
 
ଜିଲ୍ଲା ଜଜ୍‌
ପୁଲିସ କମିସନର୍‌
ଅନ୍ୟାନ୍ୟ ଆଇପିଏସ୍‌ ଅଫିସର୍‌, ଆଇଟି କମିସନର୍‌
 
ନୀଳ/ଧବଳ କିଂବା ବହୁରଙ୍ଗୀ ବତି :
 
ଉପଖଣ୍ଡୀୟ କମିସନର୍‌
ଜିଲ୍ଲା ମାଜିଷ୍ଟ୍ରେଟ୍‌
ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ 
ବିଶେଷ ପରିସ୍ଥିତିରେ କାର୍ଯ୍ୟରତ ଉପଖଣ୍ଡୀୟ ଅଧିକାରୀ
ଫ୍ଲାସର୍‌ ନଥାଇ ନୀଳବତି
ପୁଲିସ ଗାଡ଼ି, ଆମ୍ବୁଲାନ୍‌ସ୍‌, ଭିଭିଆଇପି ଏସ୍‌କର୍ଟ ଗାଡ଼ି
 
ହଳଦିଆ ବତି :
 
ସେସନ୍‌ ଜଜ୍‌
ଅତିରିକ୍ତ ଜିଲ୍ଲା ଜଜ୍‌
ଆୟକର ବିଭାଗର ଅତିରିକ୍ତ କମିସନର୍‌
ରାଜ୍ୟ ପୁଲିସ କମିସନର୍‌ କିଂବା ଡିଜିପି