23 February 2017
9:41:53 PM
Sambad News
ବିଶେଷ

ଆଇଫୋନ୍‌ : ୧୦ ବର୍ଷର ଯାତ୍ରା

By Sambad | Date: Jan 10 2017 11:50PM
ଆଇଫୋନ୍‌ : ୧୦ ବର୍ଷର  ଯାତ୍ରା

-୧ମ ପିଢ଼ି: ୨୦୦୭ ଜୁନ୍‌, ୩.୫ଇଞ୍ଚ ସ୍କ୍ରିନ୍‌, ୮ଜିବି ଇଣ୍ଟରନାଲ ମେମୋରି, ୨ ମେଗାପିକ୍‌ସେଲ୍‌ କ୍ୟାମେରା।
-୩ୟ ପିଢ଼ି: ୨୦୦୯, ଆଇଫୋନ୍‌-୩ ଜିଏସ୍‌ର ବଜାରରେ ପ୍ରବେଶ।
-୪ର୍ଥ ପିଢ଼ି: ଜୁନ୍‌ ୨୦୧୦, ଆଇଫୋନ୍‌-୪, ୫ ମେଗାପିକ୍‌ସେଲ୍‌ କ୍ୟାମେରା, ଏଚ୍‌ଡ଼ି ଭିଡ଼ିଓ ରେକର୍ଡିଂ ସୁବିଧା।
-୫ମ ପିଢ଼ି: ଅକ୍ଟୋବର ୨୦୧୧, ୮ ମେଗାପିକ୍‌ସେଲ୍‌ କ୍ୟାମେରା, ଏ-୫ ପ୍ରୋସେସର। 
-୬ଷ୍ଠ ପିଢ଼ି: ସେପ୍ଟେମ୍ବର ୨୦୧୨, ଆଇଫୋନ୍‌-୫ର ବଜାର ପ୍ରବେଶ।  ୪ଇଞ୍ଚ ସ୍କ୍ରିନ୍‌ ବିଶିଷ୍ଟ ଏହି ଫୋନର ବଢ଼ିଲା ଲୋକପ୍ରିୟତା। 
-୭ମ ପିଢ଼ି: ସେପ୍ଟେମ୍ବର ୨୦୧୩, ଉଚ୍ଚ କ୍ଷମତାଯୁକ୍ତ ବ୍ୟଟେରି ସହିିତ ୨ଟି ନୂୂଆ ମଡ଼େଲ, ଫିଙ୍ଗରପ୍ରିଣ୍ଟ ସୁବିଧା। 
-୮ମ ପିଢ଼ି: ସେପ୍ଟେମ୍ବର ୨୦୧୪, ଆଇଫୋନ୍‌-୬ ସ୍ପାଲଉସ୍‌, ଫୋନରେ ଏ-୯ ଚିପ୍‌ର ବ୍ୟବହାର।  ୫.୫ଇଞ୍ଚ ସ୍କ୍ରିନ୍‌ ବିଶିଷ୍ଟ ଏହି ଫୋନବଜାରରେ ଉପଲବ୍ଧ। 
-୯ମ ପିଢ଼ି: ସେପ୍ଟେମ୍ବର ୨୦୧୫, ୩ ଡି ଟଚ୍‌ର ବ୍ୟବହାର, ଓ୍ଵାଇ-ଫାଇ ଓ ୪ଜି।