26 June 2017
12:40:43 AM
Sambad News
ବିଶେଷ

ପର୍ଣ୍ଣ ସର୍ଚ୍ଚରେ ପାକିସ୍ତାନ ଏକ ନମ୍ବର ଦେଶ

By Sambad | Date: Apr 21 2017 2:03PM
ପର୍ଣ୍ଣ ସର୍ଚ୍ଚରେ ପାକିସ୍ତାନ ଏକ ନମ୍ବର ଦେଶ

ପାକିସ୍ତାନର ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେଉଛି ସମଗ୍ର ବିଶ୍ୱରେ ଚତୁର୍ଥ ସ୍ଥାନ ଅକ୍ତିଆର କରିଛି । ହେଲେ ଆପଣ ଜାଣି ବିସ୍ମିତ ହୋଇପାରନ୍ତି ଯେ ପର୍ଣ୍ଣ ସର୍ଚ୍ଚରେ ପାକିସ୍ତାନ ଏବେ ସାରା ବିଶ୍ୱରେ ଏକ ନମ୍ବର ଦେଶ । ଏକ ଆକଳନ ଅନୁଯାୟୀ ଏଠାରେ ପ୍ରାୟ ୯୦ ପ୍ରତିଶତ ଲୋକ ପର୍ଣ୍ଣ ଦେଖନ୍ତି । ଏଥିରେ ମହିଳାଙ୍କ ସଂଖ୍ୟା ବି କିଛି କମ୍‌ ନୁହେଁ ।
 
ଆଉ ଏକ ବିସ୍ମୟକର ପ୍ରସଙ୍ଗ ହେଲା ଯେ ସେଠାକାର ଲୋକେ ପୁରୁଷ ଏବଂ ନାରୀର ରତିକ୍ରୀଡା ଅପେକ୍ଷା ପଶୁପକ୍ଷୀଙ୍କର  ରତିକ୍ରୀଡା ଦେଖି ବେଶି ଉତ୍ତେଜିତ ହୋଇଥାନ୍ତି । ଏହି କାରଣରୁ ସେହି ଦେଶରେ ଗୁଗଲ୍‌ରେ ସର୍ବାଧିକ ସାପ,ବିଲେଇ,କୁକୁର,ଗଧ ଏବଂ ଘୁଷୁରିଙ୍କର ପର୍ଣ୍ଣ ସର୍ଚ୍ଚ କରାଯାଇଥାଏ ବୋଲି କୁହାଯାଉଛି ।