17 August 2017
6:59:39 PM
Sambad News
ବିଶେଷ

ସ୍ୱାଇନ-ଫ୍ଲୁ ଲକ୍ଷଣ କ’ଣ ? କେଉଁମାନେ ଅଧିକ ସାବଧାନ ହେବା ଦରକାର?

By Sambad | Date: Aug 11 2017 3:29PM
ସ୍ୱାଇନ-ଫ୍ଲୁ ଲକ୍ଷଣ କ’ଣ ? କେଉଁମାନେ ଅଧିକ ସାବଧାନ ହେବା ଦରକାର?

ନାକ ବନ୍ଦ ହେବା, ଛିଙ୍କ ହେବା,
ନାକରୁ ପାଣି ବୋହିବା
ମାଂସପେଶୀ ଦରଜ ହେବା
ଖୁବ୍‌ ଜୋରରେ ମୁଣ୍ଡବିନ୍ଧା ହେବା
କଫ ଓ ଥଣ୍ଡା, ଲଗାତାର କାଶ, ତଣ୍ଟି ଦରଦ
ଅଧିକ କ୍ଳାନ୍ତ ଲାଗିବା
ଔଷଧ ଖାଇବା ପରେ ବି ଜ୍ୱର ବଢ଼ିବା