17 August 2017
7:03:24 PM
Sambad News
ଖେଳ

ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ରାହୁଲ୮୫ ରନ କରି ଆଉଟ୍‌ , ଭାରତ୧୮୮/୧

By Sambad | Date: Aug 12 2017 1:41PM
ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ରାହୁଲ୮୫ ରନ କରି ଆଉଟ୍‌ , ଭାରତ୧୮୮/୧

ପାଲେକେଲ୍‌: ପାଲେକେଲ୍‌ ପଡ଼ିଆରେ ଚାଳଇଥିବା  ଭାରତ ଶ୍ରୀଲଙ୍କା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଟସ୍‌ ଜିଣି ବ୍ୟାଟିଂ  କରୁଥିବା ଭାରତ ତାର ପ୍ରଥମ ଓ୍ଵିକେଟ ହରାଇଛି। କେଏଲ ରାହୁଲ ୮୫ ରନ୍‌ କରି  ପୁଷ୍ପକୁମାରଙ୍କ ବଲରେ  କରୁଣାରତ୍ନେଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରି ଆସିଛନ୍ତି। ରାହୁଲଙ୍କ ଆଉଟ୍‌ ପରେ ଶିଖର ଧାଓ୍ଵନଙ୍କ ସହିତ ଚେତେଶ୍ୱର ପୂଜାରା ଯୋଗ ଦେଇଛନ୍ତି। ଭାରତ  ୪୦ ତମ ଓଭରରେ ୪.୭ ରନ୍‌ ରେଟ୍‌ରେ ଖେଳି ୧୮୮ ରନ୍‌ ସଂଗ୍ରହ କରିଛି।