17 January 2017
12:44:54 AM
Sambad News
ରାଜ୍ୟ

କଥାଶିଳ୍ପୀ ବିଭୁତି ଭୂଷଣ ପ୍ରଧାନଙ୍କ ପରଲୋକ

By Sambad | Date: Aug 24 2016 5:29PM
କଥାଶିଳ୍ପୀ ବିଭୁତି ଭୂଷଣ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ଆଜି ସକାଳେ ବିଶିଷ୍ଟ କଥାକାର ବିଭୁତି ଭୂଷଣ ପ୍ରଧାନଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ୧୯୫୭ ମସିହାରେ ଜନ୍ମିତ ଶ୍ରୀ ପ୍ରଧାନ ‘ଢେଉ’, ‘ଯାତ୍ରା’, ‘ଦାହ’ ଆଦି ସଫଳ ଉପନ୍ୟାସର  ସ୍ରଷ୍ଟା  ଥିଲେ । ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଦୁଃଖର ଛାୟା ଖେଳିଯାଇଛି।