25 June 2017
8:53:37 AM
Sambad News
ରାଜ୍ୟ

ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ଚଢ଼ାଉ

By Sambad | Date: Jan 12 2017 2:31PM
ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି। ପୂର୍ବରୁ ସିବିଆଇ ଶ୍ରୀ ସାହୁଙ୍କୁ ଜେରା କରିଥିଲା। ସିସୋର ଠକେଇ ମାମଲାରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି।