27 June 2017
5:51:01 AM
image
Sambad News
ରାଜ୍ୟ

ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କଟକ ଓ ଭୁବନେଶ୍ୱର ଘରେ ସିବିଆଇ ଚଢ଼ାଉ

By Sambad | Date: Jan 12 2017 2:23PM
ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କଟକ  ଓ ଭୁବନେଶ୍ୱର ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ସିସୋର ଠକେଇ ମାମଲା ନେଇ ଆଜି ସିବିଆଇ ପକ୍ଷରୁ କଟକ  ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଭୁବନେଶ୍ୱର ଏମଏଲଏ କଲୋନିସ୍ଥିତ ବାସଭବନ ଓ କଟକ ମହାନଦୀବିହାରସ୍ଥିତ ବାସଭବନରେ  ଚଢ଼ାଉ କରାଯାଇଛି। ସିବିଆଇର ୪ ଜଣିଆ ଟିମ୍‌ ଏହି  ଚଢ଼ାଉରେ ସାମିଲ ହୋଇଛନ୍ତି।