21 July 2017
2:10:37 AM
image
Sambad News
ରାଜ୍ୟ

ବିଧାନସଭାରେ ଜିଏସ୍‌ଟି ବିଲ ପାରିତ

By Sambad | Date: May 19 2017 8:01PM
ବିଧାନସଭାରେ ଜିଏସ୍‌ଟି ବିଲ ପାରିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ସନ୍ଧ୍ୟାରେ ଜିଏସ୍‌ଟି ବିଲ୍‌ ପାରିତ ହୋଇ ଯାଇଛି। ଧ୍ୱନି ମତରେ ଭାଟ୍‌ ସଂଶୋଧନ ବିଲ ମଧ୍ୟ ଗୃହୀତ ହୋଇଛି। ଗୁରୁବାର ଜିଏସ୍‌ଟି ବିଲ ପାରିତ କରିବା ଲାଗି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ବିଲ ପାରିତ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମନ୍ତବ୍ୟ ଦେଇଛନ୍ତି କି, ଅନ୍ଧାରରେ ବାଡ଼ି ବୁଲାଇବା ପରି ବିଲ ପାରିତ ହୋଇଛି।