26 May 2017
10:24:54 PM
image
Sambad News
ସୁବର୍ଣ୍ଣପୁର

ବୃହତ ଉଠା ଜଳସେଚନ ପ୍ରକଳ୍ପର ଭୂମି ପୂଜନ

By Sambad | Date: Dec 28 2016 5:01AM
ବୃହତ ଉଠା ଜଳସେଚନ ପ୍ରକଳ୍ପର ଭୂମି ପୂଜନ

ସୋନପୁର: ସୋନପୁର ବ୍ଲକରେ ଖରଜୁରା ଏବଂ ଛତାପିପଳଠାରେ ୫୯.୨୨ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବୃହତ ଉଠା ଜଳସେଚନ ପ୍ରକଳ୍ପର ମଙ୍ଗଳବାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ନିରଞ୍ଜନ ପୂଜାରୀ  ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ହିମାଂଶୁ ଶେଖର ବିଶ୍ୱାଳ, ଜିଲ୍ଲାପାଳ ଦାଶରଥି ଶତପଥୀ, ପିଡି ଡିଆଡିଏ ବିଶ୍ୱନାଥ ସାହୁ, ବିଡିଓ ଅନିରୁଦ୍ଧ ପ୍ରଧାନ, ବୃହତ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ସାହୁ, ସରପଞ୍ଚ ମଧୁସୁଦନ ଓତା, ସମିତି ସଭ୍ୟ ରାଜକୁମାର ସୁନା, ସରପଞ୍ଚ ରଂଜିତା ମହାକୁର, ସମିତି ସଭ୍ୟ କୌଶଲ୍ୟା ସୁନା ପ୍ରମୁଖ ଉପସ୍ଥିତ ଥିଲେ।
 

image