ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଗାନ୍ଧୀ ଦୃଷ୍ଟି: କ୍ଷମତା ଓ ରାଜନୀତି

‘କ୍ଷମତା ହାସଲ କ’ଣ ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ?’ ଏପରି ଏକ ପ୍ରଶ୍ନ ଗାନ୍ଧୀଜୀଙ୍କୁ ଅନେକ ସମୟରେ ପଚରା ଯାଇଥିଲା। ଚମ୍ପାରଣ ସତ୍ୟାଗ୍ରହ ଏବଂ ଅସହଯୋଗ ଆନ୍ଦୋଳନ ବେଳେ ଗାନ୍ଧୀ ଯେତେବେଳେ ରାଜନୈତିକ ଭାବେ ବେଶୀ ସକ୍ରିୟ ଥିଲେ, ସେତେବେଳେ ତାଙ୍କୁ ଏ ପ୍ରଶ୍ନ କରାଯାଇଥିଲା। ୧୯୨୦ ମସିହା…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟ ବୁଦ୍ଧି

ଜଣେ ବ୍ୟବସାୟୀ ତାଙ୍କ କାରବାର ଚଳାଇବାକୁ ଯାଇ କର୍ମଚାରୀମାନଙ୍କୁ ସର୍ବଦା ଜଗି ରହୁଥିଲେ। କର୍ମଚାରୀମାନେ ତାଙ୍କୁ ଭୀଷଣ ଭୟ କରୁଥିଲେ। ବ୍ୟବସାୟୀ ଭାବୁଥିଲେ ଏମିତି ନ ହେଲେ ବ୍ୟବସାୟ ଚାଲିପାରିବ ନାହିଁ। ତାଙ୍କ ବ୍ୟବସାୟ ଯଦିଓ ଚାଲୁଥିଲା, ସେଇ ସମାନ ବ୍ୟବସାୟ କରୁଥିବା ତାଙ୍କର ଜଣେ…
ଅଧିକ ଖବର ଦେଖନ୍ତୁ...

ବୋମାର ବ୍ୟାସ

ଉଲ୍ଲେଖ ଥାଉ କି କବି ୟାହୁଦା ଆମିକାଇ ସୁପ୍ରସିଦ୍ଧ ୟମ କିପୁର ଯୁଦ୍ଧରେ ଇସ୍ରାଏଲ୍‌ ପକ୍ଷରୁ ଜଣେ ତରୁଣ ସୈନିକ ଭାବେ ଲଢ଼ିଥିଲେ। ଇସ୍ରାଏଲ୍‌ର ରାଷ୍ଟ୍ରପତି ବେଞ୍ଜାମିନ ନେତ୍ୟାନହୁ ମଧ୍ୟ ଜଣେ ‘ୟମ କିପୁର’ ଯୋଦ୍ଧା। କିନ୍ତୁ ସତ କଥାଟି ହେଲା ଆମିକାଇଙ୍କ ଦୃଷ୍ଟି ଯାହା ଦେଖିଥାଏ, ତାହା…
ଅଧିକ ଖବର ଦେଖନ୍ତୁ...

ସରସ ରସ: ଅ-ଆ-କ-ଖ ବନାମ ଏ-ବି-ସି-ଡି

ଜନ୍ମ ହେବା ପରେ ଶିଶୁ କେଉଁ ଭାଷା ଶିଖିବ? ନିଶ୍ଚିତ ଭାବରେ ତା’ର ମାତୃଭାଷା। ଏବର ସମୟ କିନ୍ତୁ ଅଲଗା। ଆମର ସନ୍ତାନମାନଙ୍କୁ ଆମେ ଏବେ ମାତୃଭାଷା ପରିବର୍ତ୍ତେ ଇଂରେଜୀ ଶିଖାଇବାର ପ୍ରତିଯୋଗିତାରେ ମାତିଛେ। ଯାହାର ପିଲାଟି ଯେତେ ଇଂରେଜୀ ଶବ୍ଦ ଆୟତ୍ତ କରି କହିପାରୁଛି ସେ ସେତେ ସଭ୍ୟ ଓ…
ଅଧିକ ଖବର ଦେଖନ୍ତୁ...

ଆସକ୍ତି ଓ ଭୟ

ଗୋଟିଏ ସହରରେ ରହୁଥିଲେ ଜଣେ ବିଦ୍ବାନ। ତାଙ୍କର ସ˚ପତ୍ତି ବୋଇଲେ ଥିଲା କେବଳ କିଛି ଅତି ପ୍ରାଚୀନ ପୋଥି। ସେଗୁଡ଼ିକ ତାଙ୍କର ଏତେ ପ୍ରିୟ ଥିଲା ଯେ ସେ ସବୁକୁ ସେ ନିଜ ପାଖରେ ରଖୁଥିଲେ। କାଳେ ଦୁର୍ମୂଲ୍ୟବାନ ପୋଥିଗୁଡ଼ିକୁ କିଏ ନେଇଯିବ, ସେଥି ଲାଗି ସେ ସବୁ ବେଳେ ଉଦ୍‌ବିଗ୍ନ ହୋଇ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧର ଛାଇ

ତୈଳ ଉତ୍ପାଦନକାରୀ ଦେଶମାନଙ୍କର ଆନ୍ତର୍ଜାତିକ ସଂଗଠନ ‘ଓପେକ୍’ର ସଦସ୍ୟ ହୋଇଥିଲେ ହେ‌ଁ ଇରାନ୍ ଦୀର୍ଘକାଳ ଧରି ଆନ୍ତର୍ଜାତିକ ଅର୍ଥନୈତିକ ବାସନ୍ଦର ସମ୍ମୁଖୀନ ହୋଇ ଆସିଥିବାରୁ ଏହାର ଉତ୍ପାଦିତ ତୈଳକୁ ମୁଖ୍ୟତଃ କେବଳ ‌ଚୀନ୍‌କୁ ହିଁ ରପ୍ତାନି କରିଥାଏ। ଯୁଦ୍ଧ ଯୋଗୁଁ ଯଦି ଚୀନ୍‌କୁ…
ଅଧିକ ଖବର ଦେଖନ୍ତୁ...

ଜେଲ୍ ଭିତରୁ ସରକାର

ଭାରତବର୍ଷର ଗଣତାନ୍ତ୍ରିକ ନିର୍ବାଚନୀ ବ୍ୟବସ୍ଥା ଲାଗୁ ହେବାର ସମଗ୍ର ‌ଇତିହାସରେ ଏଇଟା ପ୍ରଥମ ଘଟଣା। ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ରେ ଅଛନ୍ତି। ଭାରତୀୟ ଜନତା ପାର୍ଟି ଓ ଇ.ଡି.ର ଅଭିଯୋଗ ଅନୁଯାୟୀ ଦିଲ୍ଲୀ ମଦ ନୀତି ଲାଗୁ କରିବା ଓ ପୁଣି ତାକୁ ସଂଶୋଧନ…
ଅଧିକ ଖବର ଦେଖନ୍ତୁ...

ସବୁରି ମୂଳରେ ବିଶ୍ବାସ

ଗୋଟିଏ ଗାଁରେ ମରୁଡ଼ି ପଡ଼ିଲା। ବହୁତ ଦିନ ଧରି ବର୍ଷା ହେଲା ନାହିଁ। ‌ତେଣୁ ଗାଁ ଲୋକେ ସ୍ଥିର କଲେ ଯେ ଦୂରରେ ଥିବା ଆଶ୍ରମର ସାଧୁଙ୍କୁ ଡକାଇ ଆଣିବେ। କାରଣ ସେମାନେ ଶୁଣିଥିଲେ ଯେ ସେ ଯାହା ପ୍ରାର୍ଥନା କରନ୍ତି, ତାହା ଫଳିଯାଏ। ସୁତରାଂ, ତାଙ୍କୁ ଆମନ୍ତ୍ରଣ କରାଗଲା। ସେ ମଧ୍ୟ ରାଜି ହେଲେ।…
ଅଧିକ ଖବର ଦେଖନ୍ତୁ...

ଟଙ୍କାର ଟାଣ

ପୁଞ୍ଜିର ଅବାଧ ପ୍ରବେଶ ଓ ପ୍ରସ୍ଥାନ ପଥରେ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରୁଥିବା ରୁଦ୍ଧ କ୍ୟାପିଟାଲ୍ ଆକାଉଣ୍ଟ୍ ହେଉଛି ଚୀନା ୟୁଆନ୍ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ନ ହୋଇ ‌ପାରିବାର ମୁଖ୍ୟ କାରଣ ବୋଲି ବିଶ୍ବାସ କରାଯାଉଛି। ଭାରତର କ୍ୟାପିଟାଲ୍ ଆକାଉଣ୍ଟ୍ ଚୀନ୍‌ ଠାରୁ ଅଧିକ ଖୋଲା…
ଅଧିକ ଖବର ଦେଖନ୍ତୁ...

ସତ କହୁଛି: ମାରାତ୍ମକ ମାଗଣା

ମାଗଣା ଏକ ମାରାତ୍ମକ ଯନ୍ତା ଅଟେ। ଏହା ଲୋଭରେ ଯିଏ ଥରେ ପଡ଼ିଯାଇଥାଏ, ତା’ର ମୃତ୍ୟୁ ସୁନିଶ୍ଚିତ ହୋଇଥାଏ। ବର୍ତ୍ତମାନ ଭାରତବର୍ଷରେ ଅନେକ ରାଜନୈତିକ ଦଳ ନିର୍ବାଚନ ପୂର୍ବରୁ ଅନେକ କଥା ମାଗଣା ଦେବାର ପ୍ରତିଶ୍ରୁତି ଦେଉଛନ୍ତି। ‘ଆମେ ଆପଣଙ୍କୁ ମାଗଣା ଚାଉଳ ଦେବୁ, ମାଗଣା ଡାଲି ଦେବୁ, ମାଗଣା…
ଅଧିକ ଖବର ଦେଖନ୍ତୁ...