କ˚ଗ୍ରେସରେ ଯୋଗଦେଲେ ଆପ୍‌ ନେତା

ଭୁବନେଶ୍ବର : ଆମ୍‌ ଆଦମୀ ପାର୍ଟି ନେତା ତଥା ଭୁବନେଶ୍ବର ଜିଲ୍ଲା ଆବାହକ ସୋମନାଥ ମହାପାତ୍ର ଏବ˚ ଭୁବନେଶ୍ବର ଜିଲ୍ଲା ଆପ୍‌ର ସ˚ପାଦକ ସନ୍ତୋଷ ପାଣିଗ୍ରାହୀ ସେମାନଙ୍କର ସମର୍ଥକମାନଙ୍କ ସହ କ˚ଗ୍ରେସରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଜିଲ୍ଲା କ˚ଗ୍ରେସ ସଭାପତି ମାନସ ଚୌଧୁରୀ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ବାଗତ କରିବା ସହ କ˚ଗ୍ରେସ ଦଳରେ ଗ୍ରହଣ କରି ନେଇଛନ୍ତି।

ସମ୍ବନ୍ଧିତ ଖବର