ପାଲଲହଡ଼ା ବିଧାନସଭା ନିର୍ବଚାନ ମଣ୍ଡଳୀ ପାଇଁ କଳିକେଶ ଓ ପ୍ରଦୀପଙ୍କୁ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଲଲହଡ଼ା ବିଧାନସଭା ନିର୍ବଚାନ ମଣ୍ଡଳୀ ପାଇଁ କଳିକେଶ ନାରାୟଣ ସିଂହଦେଓ ଏବଂ ପ୍ରଦୀପ କୁମାର ଦେସାରୀଙ୍କୁ ଯଥାକ୍ରମେ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।

ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର