ଭୁବନେଶ୍ୱର: କଂଗ୍ରେସ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ କର୍ମୀଙ୍କୁ ବହିଷ୍କାର କରିଥିବା ସୋମବାର ଜଣାପଡ଼ିଛି। ଏଆଇସିସି ଅନୁମୋଦନ କ୍ରମେ ତିରୁପତି ଓ ଅନ୍ୟ କର୍ମୀମାନଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏମାନଙ୍କୁ ବହିଷ୍କାର କରାଯାଇଛି।
କଂଗ୍ରେସରୁ ଟିକେଟ ନମିଳିବା ପରେ ତିରୁପତି ପାଣିଗ୍ରାହୀ ପାରଳାଖେମୁଣ୍ଡି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/high-tech-group.jpg)