ଛାତ୍ର ସଂଘ ନିର୍ବାଚନ: ନିମାପଡ଼ା କଲେଜ ମତଦାନରେ ଅନୀୟମିତତା ଅଭିଯୋଗ

0 38

ନମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରସଂଘ ନିର୍ବାଚନ ବେଳେ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଶନିବାର ଭୋଟଦାନ ଚାଲିଥିବା ବେଳେ, କିଛି ଅଣଛାତ୍ର ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରି ମତଦାନ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ କଲେଜର ଗେଟରେ ତାଲା ପଡ଼ିଛି ଓ ଭୋଟ ଗଣତି ଚାଲିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.