ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିର ବିପୁଳ ବିଜୟ

ଜାମ୍ମୁ : ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ବିଜେପିକୁ  ବିପୁଳ ସଫଳତା ମିଳିଛି । ୭୫ ଆସନ ବିଶିଷ୍ଟ ଜାମ୍ମୁ ମ୍ୟୁନିସିପାଲ କର୍ପୋରେସନରେ ବିଜେପିକୁ ୪୫ଟି, କଂଗ୍ରେସକୁ ୧୪ଟି  ଆସନ ମିଳିଥିବାବେଳେ  ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ୧୮ଟି ଆସୁନ ମିଳିଛି । ସେହିପରି ୭୪ ଆସନ ବିଶିଷ୍ଟ ଶ୍ରୀନଗର ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ୪୯ଟି ଆସନ ଜିତିଥିବାବେଳେ କଂଗ୍ରେସ ୧୨ଟି ଓ ବିଜେପି ୪ଟି ଆସନ ଜିତିଛି । ଏହା ଫଳରେ  ଶ୍ରୀନଗର ମ୍ୟୁନିସିପାଲ କର୍ପୋରେସନ  ରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହି ଦଳ ଅନ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କ ସହାୟତା ନେବା ବୋଲି ସଂକେତ ଦେଇଛି ।

ସମ୍ବନ୍ଧିତ ଖବର