୧୪ରୁ କଂଗ୍ରେସର ଜନ ଜାଗରଣ ଯାତ୍ରା

ବାରିପଦା: ସ୍ଥାନୀୟ ସଂଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ କଂଗ୍ରେସ ପକ୍ଷରୁ ଆଗାମୀ ନଭେମ୍ବର ୧୪ରେ ଜନଜାଗରଣ ଯାତ୍ରା କରାଯାଉଛି। ମୟୁରଭଞ୍ଜ ଜିଲ୍ଲାରେ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କଂଗ୍ରେସର ଜନ ଜାଗରଣ ଯାତ୍ରା ପୂର୍ବରୁ ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର